ଅର୍ଥ : ଖାଦ୍ୟ ରୂପେ ବ୍ୟବହାର କରୁଥିବା କାକୁଡ଼ି ଜାତୀୟ ଏକ ଲତାର ଫଳ
ଉଦାହରଣ :
କୃଷକ ବିଲରେ କାକୁଡ଼ିରେ କୀଟନାଶକ ଔଷଧ ଛିଞ୍ଚୁଛି
ଅନ୍ୟ ଭାଷାରେ ଅନୁବାଦ :
ककड़ी की जाति की एक बेल जिसके फल खाए जाते हैं।
किसान खेत के खीरे पर किटाणु नाशक दवाओं का छिड़काव कर रहा है।A melon vine of the genus Cucumis. Cultivated from earliest times for its cylindrical green fruit.
cucumber, cucumber vine, cucumis sativusଅର୍ଥ : ଏକ ଲମ୍ବା, ପତଳା ଫଳ ଯାହା ବିଲରେ ଲଗାଯାଏ
ଉଦାହରଣ :
ଗରମ ଦିନେ ଲୋକେ କାକୁଡ଼ି ଖାଇବାକୁ ପସନ୍ଦ କରନ୍ତି
ଅନ୍ୟ ଭାଷାରେ ଅନୁବାଦ :
एक लंबा, पतला फल जो बेल पर लगता है।
गर्मी के मौसम में लोग ककड़ी खाना पसंद करते हैं।ଅର୍ଥ : ଏକପ୍ରକାର ଲତା ଯେଉଁଥିରେ ଲମ୍ବା ଫଳ ହୁଏ
ଉଦାହରଣ :
ବାଲିଆମାଟିରେ କାକୁଡ଼ି ଫସଲ ଭଲ ହୁଏ
ଅନ୍ୟ ଭାଷାରେ ଅନୁବାଦ :
Any plant of the family Cucurbitaceae.
cucurbit