ଅର୍ଥ : କରୁଣ ସ୍ୱରରେ ପ୍ରାର୍ଥନା କରିବା
ଉଦାହରଣ :
ଚାକରଟି ତା ଦୀନହୀନ ଅବସ୍ଥାପାଇଁ ମାଲିକ ଆଗରେ କାକୁତିମିନତି କରୁଥିଲା
ସମକକ୍ଷ : ଦୟନୀୟଭାବେ ପ୍ରାର୍ଥନାକରିବା
ଅନ୍ୟ ଭାଷାରେ ଅନୁବାଦ :
करुण स्वर से प्रार्थना करना।
अपनी दीन-हीन अवस्था के कारण नौकर मालिक के सामने गिड़गिड़ा रहा था।