ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଇଁଚ ଡାଲିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଇଁଚ ଡାଲିଆ   ବିଶେଷ୍ୟ

ଅର୍ଥ : କାଇଁଚ ବା ମୁଞ୍ଜରେ ତିଆରି ହୋଇଥିବା ଗିନା ଆକାରର ଟୋକେଇ

ଉଦାହରଣ : ମା ମୁଞ୍ଜର କାଇଁଚ ଡାଲିଆ ବୁଣୁଚନ୍ତି

ସମକକ୍ଷ : କାଇଁଚ ଭୋଗେଇ


ଅନ୍ୟ ଭାଷାରେ ଅନୁବାଦ :

काँस या मूँज की बनी कटोरे के आकार की टोकरी।

माँ मूँज की मौनी बिन रही है।
मोनिया, मौनी