ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଂସୁଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଂସୁଲା   ବିଶେଷ୍ୟ

ଅର୍ଥ : ଭିନ୍ନଭିନ୍ନ ଆକାରର ଛିଦ୍ରଥିବା କଂସାନିର୍ମିତ ଏକ ଚାରିକୋଣିଆ ଉପକରଣ

ଉଦାହରଣ : ଛୋଟବଡ଼ ତାଟିଆଗୁଡ଼ିକୁ କାଂସୁଲା ଉପରେ ରଖି ଗୋଲ କରାଯାଏ


ଅନ୍ୟ ଭାଷାରେ ଅନୁବାଦ :

काँसे का बना एक उपकरण जो चौकोर होता है तथा जिसमें भिन्न-भिन्न आकार के छेद होते हैं।

काँसुले पर रखकर छोटी-बड़ी कटोरियों को गोल किया जाता है।
काँसुला