ଅର୍ଥ : ବୃଦ୍ଧ ହୋଇଯିବା କାରଣରୁ ବୁଦ୍ଧି ଠିକ ଭାବେ କାମ ନ କରି ପାରିବାର ଅବସ୍ଥା
ଉଦାହରଣ :
କଳିଷଠା ଟପିଗଲେ ଲୋକ ଏଣୁତେଣୁ କହିବାକୁ ଲାଗେ
ସମକକ୍ଷ :
ଷଠିଆପଣ, ଷାଠିଆ
ଅନ୍ୟ ଭାଷାରେ ଅନୁବାଦ :
वह अवस्था जब वृद्ध हो जाने के कारण बुद्धि ठीक तरह से काम नहीं करती है।
सठियापन में लोग अनाप-शनाप बकने लगते हैं।
सठियापन