ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳାପ୍ରେମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳାପ୍ରେମୀ   ବିଶେଷ୍ୟ

ଅର୍ଥ : କଳାପ୍ରେମୀ ବା କଳାରେ ଅତ୍ୟଧିକ ରୁଚିଥିବା ବ୍ୟକ୍ତି

ଉଦାହରଣ : ଜଣେ କଳାପ୍ରେମୀ ଆଗ୍ରହରେ ଗ୍ୟାଲେରିରେ ଥିବା ଚିତ୍ରଗୁଡ଼ିକୁ ଦେଖୁଥିଲେ


ଅନ୍ୟ ଭାଷାରେ ଅନୁବାଦ :

कला का प्रेमी या कला में अत्यधिक रूचि रखनेवाला व्यक्ति।

एक कलाप्रेमी गौर से कलादीर्घा में लगे चित्रों को देख रहा था।
कला प्रेमी, कला रसिक, कला-प्रेमी, कलाप्रेमी

କଳାପ୍ରେମୀ   ବିଶେଷଣ

ଅର୍ଥ : କଳାକୁ ଭଲ ପାଉଥିବା ବ୍ୟକ୍ତି

ଉଦାହରଣ : କିଛି କଳାପ୍ରେମୀ ବ୍ୟକ୍ତିମାନଙ୍କ ଦ୍ୱାରା ଏହି ନାଟ୍ୟଶାଳାର ନିର୍ମାଣ କରାଯାଇଛି

ସମକକ୍ଷ : କଳା ରସିକ


ଅନ୍ୟ ଭାଷାରେ ଅନୁବାଦ :

जिसे कला से प्रेम हो।

कुछ कलाप्रेमी व्यक्तियों के द्वारा इस नाट्यशाला का निर्माण किया गया है।
कला प्रेमी, कला रसिक, कला-प्रेमी, कलाप्रेमी