ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳାପାଣିମଜୁରିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳାପାଣିମଜୁରିଆ   ବିଶେଷ୍ୟ

ଅର୍ଥ : ଇଂରେଜମାନଙ୍କଦ୍ବାରା କୌଣସି ଉପନିବେଶକୁ ପଠାଯାଇଥିବା ସର୍ତ୍ତବନ୍ଦୀ ହିନ୍ଦୁସ୍ଥାନୀ ଶ୍ରମିକ

ଉଦାହରଣ : କଳାପାଣିଶ୍ରମିକଙ୍କୁ ନାନା ପ୍ରକାରରେ ପ୍ରତାରିତ କରାଯାଉଥିଲା

ସମକକ୍ଷ : କଳାପାଣିଶ୍ରମିକ


ଅନ୍ୟ ଭାଷାରେ ଅନୁବାଦ :

अंग्रेजों द्वारा किसी उपनिवेश में भेजा गया शर्तबंद हिन्दुस्तानी मजदूर।

गिरमिटियों को कई तरह से प्रताड़ित किया जाता था।
गिरमिटिया, गिरमिटिया मजदूर, गिरमिटिया मज़दूर