ଅର୍ଥ : ଏକ ପ୍ରକାରର ଶୁଖିଲା କାଶ ଯାହାଦ୍ବାରା ଅନେକ ବ୍ୟକ୍ତି କୁକୁର ଭଳି କାଶନ୍ତି
ଉଦାହରଣ :
କଳା କାଶରେ କାଶିବାବେଳେ କଫ ବାହାରେ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
एक प्रकार की सूखी खाँसी जिसमें प्रायः व्यक्ति कुत्ते की तरह खाँसता है।
कुक्कुर-खाँसी में खाँसने के साथ कफ नहीं निकलता।