ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କର୍ଣ୍ଣପଟଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କର୍ଣ୍ଣପଟଳ   ବିଶେଷ୍ୟ

ଅର୍ଥ : କାନ ଭିତରେ ପରଦା ରୂପରେ ଥିବା ଝିଲି ଯେଉଁଠି ପହଞ୍ଚିଲେ ଶବ୍ଦ ଗୁଞ୍ଜରିତ ହୁଏ

ଉଦାହରଣ : ଖୁବ୍‌ ଜୋର ଶବ୍ଦ ଯୋଗୁ କାନର ପରଦା ଫାଟି ଯାଇପାରେ

ସମକକ୍ଷ : କାନର ପରଦା


ଅନ୍ୟ ଭାଷାରେ ଅନୁବାଦ :

कान में पायी जानेवाली वह झिल्ली जो परदे के रूप में होती है और जहाँ पहुँचकर आवाज़ गुँजती है।

बहुत ही ज़ोर की आवाज़ से कान का परदा फट भी सकता है।
कर्ण आवरण, कर्ण पटल, कान का परदा, कान का पर्दा

The membrane in the ear that vibrates to sound.

eardrum, myringa, tympanic membrane, tympanum