ଅର୍ଥ : ଗୋଟିଏ ପ୍ରକାରର ଉଲ୍ କପଡ଼ା
ଉଦାହରଣ :
କମ୍ବଳରୁ ବହୁପ୍ରକାରର ପୋଷାକ ତିଆରି ହୁଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାର କମ୍ବଳ
ଉଦାହରଣ :
ସେ ଥଣ୍ଡାରୁ ରକ୍ଷା ପାଇବାପାଇଁ କମ୍ବଳ ଘୋଡ଼ିହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉଲ୍ଆଦିରେ ବୁଣା ହୋଇଥିବା ମୋଟା ବସ୍ତ୍ର ଯାହା ଘୋଡ଼ିହେବାଆଦି କାମରେ ଲାଗେ
ଉଦାହରଣ :
ରାମୁ ମଞ୍ଚା ଉପରେ କମ୍ବଳ ଘୋଡ଼ିହୋଇ ଶୋଇ ଥିଲା
ସମକକ୍ଷ : କଂବଳ
ଅନ୍ୟ ଭାଷାରେ ଅନୁବାଦ :