ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମ୍ପୋଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମ୍ପୋଷ୍ଟ   ବିଶେଷ୍ୟ

ଅର୍ଥ : ଜମିର ଉର୍ବର ଶକ୍ତି ବଢ଼ାଇବାପାଇଁ ଦିଆ ଯାଉଥିବା ପାଉଁଶ,ଗୋବର ଓ ସଢ଼ାପଚା ଜିନିଷ

ଉଦାହରଣ : କୃଷକ ଜମିରେ ଖତ ପକାଉଛି

ସମକକ୍ଷ : ଖତ


ଅନ୍ୟ ଭାଷାରେ ଅନୁବାଦ :

राख, गोबर और गली-सड़ी चीजें जो खेत की उपजाऊ शक्ति को बढ़ाने के लिए डाली जाती हैं।

किसान पाँस को खेत में फैला रहा है।
पाँस, पांशु

A mixture of decaying vegetation and manure. Used as a fertilizer.

compost

ଅର୍ଥ : ସବୁଜ ପତ୍ର, ଅଳିଆ, ଗୋବରଆଦିକୁ ପଚାଇ ତିଆରି କରାଯାଉଥିବା ଖତ

ଉଦାହରଣ : କୃଷକ ଖାଲି ଜମିରେ କମ୍ପୋଷ୍ଟ ଖତ ଢାଳୁଛି

ସମକକ୍ଷ : କମ୍ପୋଷ୍ଟ ଖତ


ଅନ୍ୟ ଭାଷାରେ ଅନୁବାଦ :

हरे पत्ते, कूड़े, गोबर आदि को सड़ाकर बनाई हुई खाद।

किसान खाली खेत में कंपोस्त डाल रहा है।
कंपोस्ट, कंपोस्ट खाद, कंपोस्त, कंपोस्त खाद, कम्पोस्ट, कम्पोस्ट खाद, कम्पोस्त, कम्पोस्त खाद

A mixture of decaying vegetation and manure. Used as a fertilizer.

compost