ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମାନୀ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଚମଡ଼ାତିଆରି ପଟି

ଉଦାହରଣ : ହାର୍ଣ୍ଣିଆ ରୋଗୀର ଅଣ୍ଟାରେ କମରପଟି ବନ୍ଧାଯାଏ

ସମକକ୍ଷ : କମରପଟି


ଅନ୍ୟ ଭାଷାରେ ଅନୁବାଦ :

चमड़े की बनी एक प्रकार की पेटी।

कमानी को आँत उतरने के रोगी अपनी कमर पर बाँधते हैं।
कमानी

A band to tie or buckle around the body (usually at the waist).

belt

ଅର୍ଥ : କମାନୀ ଆମ୍ବର ଗଛ

ଉଦାହରଣ : କମାନୀ ଆମ୍ବଗଛର ଡାଳକୁ ଏଭଳି ହଲାଅ ନାହିଁ

ସମକକ୍ଷ : କମାନୀ ଆମ୍ବଗଛ, କମାନୀ ଗଛ


ଅନ୍ୟ ଭାଷାରେ ଅନୁବାଦ :

कमानी आम का पेड़।

कमानी की डालियों को इस तरह मत झुकाओ।
कमानी, कमानी आम

Large evergreen tropical tree cultivated for its large oval fruit.

mangifera indica, mango, mango tree

ଅର୍ଥ : ଏକ ପ୍ରକାର ଆମ୍ବ

ଉଦାହରଣ : ପଚାଇବା ନିମନ୍ତେ ଏହି କୋଠରୀରେ କମାନୀ ଆମ୍ବ ରଖା ଯାଇଛି

ସମକକ୍ଷ : କମାନୀ ଆମ୍ବ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का आम।

कमानी आम बड़े स्वादिष्ट होते हैं।
कमानी, कमानी आम

Large oval tropical fruit having smooth skin, juicy aromatic pulp, and a large hairy seed.

mango

ଅର୍ଥ : ବାଉଁଶର ଏକ ପତଳା ଖଣ୍ଡ

ଉଦାହରଣ : ଦରି ବୁଣାଯାଉଥିବା ତନ୍ତରେ କମାନୀ ବ୍ୟବହାର ହୁଏ


ଅନ୍ୟ ଭାଷାରେ ଅନୁବାଦ :

बाँस की एक पतली कमची।

कमानी दरी बुनने के करघे में काम आती है।
कमानी