ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କବୀରପନ୍ଥୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କବୀରପନ୍ଥୀ   ବିଶେଷ୍ୟ

ଅର୍ଥ : କବୀରପନ୍ଥ ଅନୁସାରେ

ଉଦାହରଣ : କବୀରପନ୍ଥୀମାନେ ମାନବ ଶରୀର ପଞ୍ଚତତ୍ତ୍ୱରେ ନିର୍ମିତବୋଲି ବିଶ୍ୱାସ କରନ୍ତି


ଅନ୍ୟ ଭାଷାରେ ଅନୁବାଦ :

कबीरपंथ का अनुयायी।

कबीरपंथी मानव शरीर को पंचतत्वों से निर्मित मानते हैं।
कबीर पंथी, कबीर-पंथी, कबीरपंथी, कबीरहा

କବୀରପନ୍ଥୀ   ବିଶେଷଣ

ଅର୍ଥ : କବୀରଙ୍କ ମତଅନୁଯାୟୀ ବା କବୀର ସଂପ୍ରଦାୟର

ଉଦାହରଣ : ମୁଁ କବୀରପନ୍ଥୀ ସିଦ୍ଧାନ୍ତର କଠିନତାରେ ସମ୍ପୂର୍ଣ୍ଣ ଭାବରେ ଛନ୍ଦି ହୋଇଯାଇଛି

ସମକକ୍ଷ : କବୀର-ପଂଥି, କବୀର-ପନ୍ଥୀ, କବୀରପଂଥି


ଅନ୍ୟ ଭାଷାରେ ଅନୁବାଦ :

कबीर का मतानुयायी या कबीर संप्रदाय का।

मैं कबीरपंथी सिद्धांतो के बखेड़े में पूरी तरह उलझ गया हूँ।
कबीर-पंथी, कबीरपंथी