ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କପିଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କପିଳ   ବିଶେଷ୍ୟ

ଅର୍ଥ : ପୌରାଣିକ ରାଜା ଭୃମ୍ୟଶ୍ବଙ୍କ ପାଞ୍ଚପୁତ୍ରଙ୍କ ମଧ୍ୟରୁ ଜଣେ

ଉଦାହରଣ : କପିଳଙ୍କ ବର୍ଣ୍ଣନା ବାୟୁ, ମତ୍ସୟଆଦି ପୁରାଣରେ ମିଳେ


ଅନ୍ୟ ଭାଷାରେ ଅନୁବାଦ :

पौराणिक राजा भृम्यश्व के पाँच पुत्रों में से एक।

कपिल का वर्णन वायु, मत्स्य आदि पुराणों में मिलता है।
कपिल, कांपिल्य

An imaginary being of myth or fable.

mythical being

ଅର୍ଥ : ଯେଉଁ ମୁନିଙ୍କ ପିତା କର୍ଦମ ଋଷି ଏବଂ ମାତା ଦେବହୂତି ଥିଲେ

ଉଦାହରଣ : କପିଳ ମୁନି ସଗରଙ୍କ ପୁତ୍ରମାନଙ୍କୁ ଭସ୍ମ କରି ଦେଇଥିଲେ

ସମକକ୍ଷ : କପିଳ ମୁନି


ଅନ୍ୟ ଭାଷାରେ ଅନୁବାଦ :

एक मुनि जिनके पिता कर्दम ऋषि और माता देवहूति थीं।

कपिल ने सगर के पुत्रों को भस्म कर दिया था।
कपिल, कपिल मुनि

A mentor in spiritual and philosophical topics who is renowned for profound wisdom.

sage

ଅର୍ଥ : ସାଂଖ୍ୟଦର୍ଶନର ପ୍ରବର୍ତ୍ତକ ଜଣେ ମୁନି

ଉଦାହରଣ : କପିଳଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ଉପଲବ୍ଧ ନାହିଁ


ଅନ୍ୟ ଭାଷାରେ ଅନୁବାଦ :

सांख्यदर्शन के प्रवर्तक एक मुनि।

कपिल के बारे में पूरी जानकारी उपलब्ध नहीं है।
कपिल