ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବହୁତ ନିର୍ଧନ ଲୋକ
ଉଦାହରଣ : ଜଣେ ଠନଠନ ଗୋପାଳ ଆପଣଙ୍କୁ କଣ ସହାୟତା କରିପରିବ?
ସମକକ୍ଷ : ଠନ ଠନ ଗୋପାଳ
ଅନ୍ୟ ଭାଷାରେ ଅନୁବାଦ :हिन्दी
बहुत ही निर्धन व्यक्ति।
ଅର୍ଥ : ଦରିଦ୍ର କିନ୍ତୁ ସବୁବେଳେ ଖୁସି ରହିବାବାଲା ବ୍ୟକ୍ତି
ଉଦାହରଣ : ମସ୍ଜିଦ ସାମନାରେ କପର୍ଦକଶୂନ୍ୟମାନଙ୍କର ଗୋଷ୍ଠୀ ଏକାଠି ହୋଇଥାନ୍ତି
ସମକକ୍ଷ : ଫକ୍କଡ, ବେହିସାବୀ
दरिद्र परन्तु सदा मस्त रहने वाला व्यक्ति।
ଅର୍ଥ : ଦରିଦ୍ର କିନ୍ତୁ ସବୁବେଳେ ଖୁସି ରହିବାବ୍ୟକ୍ତି
ଉଦାହରଣ : କପର୍ଦକଶୂନ୍ୟ ଫକୀରମାନେ ଚିନ୍ତାଶୂନ୍ୟ ହୋଇଥାନ୍ତି
ସମକକ୍ଷ : ଫକ୍କଡ଼
दरिद्र परन्तु सदा मस्त रहने वाला।
ସଂସ୍ଥାପନ କରନ୍ତୁ