ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କନ୍ଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କନ୍ଥା   ବିଶେଷ୍ୟ

ଅର୍ଥ : ଚିରାଫଟା ପୁରୁଣା ଲୁଗାକୁ ଯୋଡ଼ି ତିଆରି କରାଯାଇଥିବା ବସ୍ତ୍ର ଯାହା ବିଛାଇବା ବା ଘୋଡ଼ିବା କାମରେ ଆସେ

ଉଦାହରଣ : ମୁଲିଆମାନେ ନିଜ ପିଲାମାନଙ୍କୁ କନ୍ଥା ଉପରେ ଶୁଆଇଦେଲେ

ସମକକ୍ଷ : କଂଥା, ଗୁଧୁଡି


ଅନ୍ୟ ଭାଷାରେ ଅନୁବାଦ :

फटे-पुराने कपड़ों को जोड़कर बनाया हुआ वस्त्र जो बिछाने या ओढ़ने के काम आता है।

मजदूरिन ने अपने बच्चे को गुदड़ी पर सुला दिया।
कंथा, कथड़ी, कथरी, काँथरि, काँथीर, गुदड़ा, गुदड़ी, गुदरा, गुदरी