ଅର୍ଥ : କଣ୍ଠ ବା ଗଳାରେ ପିନ୍ଧା ଯାଉଥିବା ଆଭୂଷଣ
ଉଦାହରଣ :
ଶୀଲା ବିଭିନ୍ନ ପ୍ରକାରର କଣ୍ଠାଭୂଷଣ ପିନ୍ଧେ
ସମକକ୍ଷ : କଣ୍ଠ ଆଭୂଷଣ
ଅନ୍ୟ ଭାଷାରେ ଅନୁବାଦ :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklace