ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଟାଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଟାଇ   ବିଶେଷ୍ୟ

ଅର୍ଥ : କାଟିବାର ଶୈଳୀ

ଉଦାହରଣ : ଏହି କପଡାର କାଟେଣି ତେରେଚ୍ଛା

ସମକକ୍ଷ : କାଟେଣି


ଅନ୍ୟ ଭାଷାରେ ଅନୁବାଦ :

काटने का ढंग।

इस कपड़े की काट तिरछी है।
कटाई, कटान, कटाव, काट

ଅର୍ଥ : କଇଁଚି ବା ଅନ୍ୟ କୌଣସି ଧାରୁଆ ଯନ୍ତ୍ରରେ କାଟିବା ପ୍ରକ୍ରିୟା

ଉଦାହରଣ : ମାଳୀ ଫୁଲବଗିଚାରେ ଗଛ କଟାକଟିରେ ଲାଗିଛି

ସମକକ୍ଷ : କଟାକଟି


ଅନ୍ୟ ଭାଷାରେ ଅନୁବାଦ :

कैंची या अन्य किसी औज़ार से कतरने की क्रिया।

माली पुष्पवाटिका में कुछ पौधों की कतराई कर रहा है।
कतराई

Cutting down to the desired size or shape.

clipping, trim, trimming