ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଞ୍ଜୁସ ପଣିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଞ୍ଜୁସ ପଣିଆ   ବିଶେଷ୍ୟ

ଅର୍ଥ : କୃପଣ ହେବାର ଅବସ୍ଥା ବା ଭାବ

ଉଦାହରଣ : କୃପଣତା କାରଣରୁ ସେଠ୍‌ ଦୌଲତରାମ କାହାକୁ ପଇସାଟିଏ ବି ଦିଏନାହିଁ

ସମକକ୍ଷ : କଞ୍ଜୁସି, କୃପଣତା


ଅନ୍ୟ ଭାଷାରେ ଅନୁବାଦ :

कृपण होने की अवस्था या भाव।

कंजूसी के कारण सेठ दौलतराम दूसरों को एक पैसा भी नहीं देता है।
कंजूसपन, कंजूसपना, कंजूसी, कंजूसीपन, कृपणता, कृपनाई, तंगदिली

Extreme care in spending money. Reluctance to spend money unnecessarily.

parsimoniousness, parsimony, penny-pinching, thrift