ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଙ୍କାଳିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଙ୍କାଳିଆ   ବିଶେଷଣ

ଅର୍ଥ : ଯେଉଁଠି ଶେଷରେ ହାଡ଼ ମାତ୍ର ରହିଯାଇଛି

ଉଦାହରଣ : ଦୁଇତିନିମାସ ଖାଦ୍ୟ ଗ୍ରହଣ ନକରିବା ଫଳରେ ତା ବୁଢୀମା’ର ଦେହ ହାଡ଼ମୟ ହୋଇଯାଇଛି

ସମକକ୍ଷ : ଅସ୍ଥିମୟ, କଙ୍କାଳସାର, ହାଡ଼ମୟ, ହାଡ଼ୁଆ


ଅନ୍ୟ ଭାଷାରେ ଅନୁବାଦ :

जिसमें हड्डी मात्र शेष रह गयी हो।

दो-तीन महीने से अन्न न ग्रहण करने के कारण उसकी दादी का शरीर अस्थिमय हो गया है।
अस्थिमय, अस्थिशेष, हड़ीला