ଅର୍ଥ : ଯେଉଁ ବୈଦ୍ୟୁତିକ ଉପକରଣରେ କୁଣ୍ଡଳୀଯୁକ୍ତ ରୋଧିତ ତାର ଥାଏ ଓ ଯାହା କୌଣସି ସର୍କିଟସହ ସଂଲଗ୍ନ ହୋଇଥାଏ
ଉଦାହରଣ :
ଏହି ପଙ୍ଖାର କଏଲ ଜଳିଯାଇଛି
ଅନ୍ୟ ଭାଷାରେ ଅନୁବାଦ :
एक विद्युत उपकरण जिसमें कुंडलीदार रोधित तार होता है और जो किसी परिपथ से संलग्न होता है।
इस पंखे का कॉइल जल गया है।
कॉइल,
क्वाइल,
क्वायल
Reactor consisting of a spiral of insulated wire that introduces inductance into a circuit.
coil