ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଂପ୍ୟୁଟରୀକୃତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଂପ୍ୟୁଟରୀକୃତ   ବିଶେଷଣ

ଅର୍ଥ : ଯେଉଁଠାରେ କଂପ୍ୟୁଟର ଲାଗିଛି ବା କଂପ୍ୟୁଟର ଦ୍ୱାରା କାମ କରାଯାଏ

ଉଦାହରଣ : ଆଜିକାଲି ଅଧିକାଂଶ ବ୍ୟାଙ୍କ୍ କଂପ୍ୟୁଟରୀକୃତ ହୋଇଗଲାଣି


ଅନ୍ୟ ଭାଷାରେ ଅନୁବାଦ :

जहाँ कम्प्यूटर लगाया गया हो या कम्प्यूटर के द्वारा कार्य होता हो।

आजकल के अधिकांश बैंक कम्प्यूटरीकृत हैं।
कंप्यूटरीकृत, कमप्यूटरीकृत, कम्प्यूटरीकृत, संगणकीकृत

ଅର୍ଥ : କଂପ୍ୟୁଟରରେ ଲିପିବଦ୍ଧ କରାଯାଇଥିବା

ଉଦାହରଣ : ହିନ୍ଦୀ ଶବ୍ଦତନ୍ତ୍ର ଏକ କଂପ୍ୟୁଟରୀକୃତ କୋଶ


ଅନ୍ୟ ଭାଷାରେ ଅନୁବାଦ :

कम्प्यूटर में डाला हुआ।

हिंदी शब्दतंत्र एक कम्प्यूटरीकृत कोश है।
कंप्यूटरीकृत, कमप्यूटरीकृत, कम्प्यूटरीकृत, संगणकीकृत