ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଂପ୍ୟୁଟର ଭାଇରସ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ନିଜର ପ୍ରତିଲିପି ନିଜେ ତିଆରି କରୁଥିବା ତଥା ପ୍ରାୟତଃ ଏହି କଂପ୍ୟୁଟରରେ ଅନ୍ୟ ସମସ୍ତ ପ୍ରୋଗ୍ରାମ୍‌ର ଫାଇଲସବୁକୁ ଅନେକ କ୍ଷତି ପହଞ୍ଚାଇବାରେ ସକ୍ଷମ ହେଉଥିବା ଗୋଟିଏ ସପ୍ଟୱୟାର ପ୍ରୋଗ୍ରାମ୍‌

ଉଦାହରଣ : କଂପ୍ୟୁଟର ଭାଇରସ୍ ମାନବ ସହଯୋଗ ବିନା କାର୍ଯ୍ୟ କରିନପାରେ


ଅନ୍ୟ ଭାଷାରେ ଅନୁବାଦ :

अपनी प्रतिलिपि स्वयम् तैयार करने में तथा प्रायः उसी कम्प्यूटर के अन्य प्रोग्रामों की फाइलों को बहुत अधिक हानि पहुँचाने में सक्षम एक साफ्टवेयर प्रोग्राम।

कम्प्यूटर वाइरस बिना मानव सहयोग के नहीं फैल सकते।
कंप्यूटर वाइरस, कंप्यूटर वायरस, कम्प्यूटर वाइरस, कम्प्यूटर वायरस, वाइरस, वायरस

A software program capable of reproducing itself and usually capable of causing great harm to files or other programs on the same computer.

A true virus cannot spread to another computer without human assistance.
computer virus, virus