ଅର୍ଥ : ଝାନ୍ସୀଠାରୁ ୧୬ କିମି ଦୂର ମଧ୍ୟପ୍ରଦେଶରେ ଥିବା ଏକ ଐତିହାସିକ ସ୍ଥାନ
ଉଦାହରଣ :
ପ୍ରାଚୀନ କାଳରେ ଔରଛା ବୁନ୍ଦେଲଖଣ୍ଡର ରାଜଧାନୀ ଥିଲା
ଅନ୍ୟ ଭାଷାରେ ଅନୁବାଦ :
झाँसी से 16 किमी की दूरी पर मध्यप्रदेश में स्थित एक ऐतिहासिक स्थान।
प्राचीन काल में ओरछा बुंदेलखंड की राजधानी हुआ करता था।
ओरछा