ଅର୍ଥ : ରନ୍ଧା ହୋଇଥିବା ଖାଦ୍ୟକୁ ଚୁଲି ଉପରୁ ଓଲ୍ଲାଇ ତଳେ ରଖିବାର କାମ
ଉଦାହରଣ :
ସେ ହାଣ୍ଡିକୁ ଉତ୍ତାରିବା ପାଇଁ ସହାୟତା ଲୋଡିଲେ
ସମକକ୍ଷ :
ଉତ୍ତାରିବା
ଅନ୍ୟ ଭାଷାରେ ଅନୁବାଦ :
पके हुए भोजन को चूल्हे पर से उतार कर नीचे रखने की क्रिया।
उसने कटाह के अवश्रयण के लिए सहायता माँगी।
अवश्रयण