ଅର୍ଥ : ଏକ ପ୍ରକାରର ବହୁପ୍ରଚଳିତ ପାଶ୍ଚାତ୍ୟ ଚିକିତ୍ସା ପଦ୍ଧତି
ଉଦାହରଣ :
ଏଲୋପ୍ୟାଥିରେ ହିଁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗର ପ୍ରତିରୋପଣ କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
एक प्रकार की बहुप्रचलित पाश्चात्य चिकित्सा पद्धति।
एलोपैथी में ही कृत्रिम अंगों का प्रत्यारोपण किया जाता है।The usual method of treating disease with remedies that produce effects differing from those produced by the disease itself.
allopathy