ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏଲସିଡି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏଲସିଡି   ବିଶେଷ୍ୟ

ଅର୍ଥ : ଲିକ୍ବିଡ କ୍ରିଷ୍ଟାଲର ଅପରିବର୍ତ୍ତନ ପ୍ରକୃତିର ଉପଯୋଗ କରୁଥିବା ଗୋଟିଏ ପତଳା,ଚେପଟା ଇଲେକ୍ଟ୍ରୋନିକ ଦୃଶ୍ୟ ପ୍ରଦର୍ଶନ

ଉଦାହରଣ : ଟିଭି,କଂପ୍ୟୁଟର,ମନିଟର ଆଦିରେ ଏଲସିଡିର ବ୍ୟବହାର ହୋଇଥାଏ

ସମକକ୍ଷ : ଲିକ୍ବିଡ କ୍ରିଷ୍ଟାଲ ଡିସ୍ପ୍ଲେ


ଅନ୍ୟ ଭାଷାରେ ଅନୁବାଦ :

एक पतला, चपटा इलेक्ट्रॉनिक दृश्य प्रदर्शन जो कि लिक्विड क्रिस्टल की प्रकाश आपरिवर्तन प्रकृति का उपयोग करता है।

एलसीडी का उपयोग टीवी, कम्प्यूटर मॉनिटर आदि में होता है।
एलसीडी, लिक्विड क्रिस्टल डिस्प्ले

A digital display that uses liquid crystal cells that change reflectivity in an applied electric field. Used for portable computer displays and watches etc..

lcd, liquid crystal display