ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକ୍ସପ୍ରେସ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକ୍ସପ୍ରେସ୍   ବିଶେଷ୍ୟ

ଅର୍ଥ : ଦ୍ରୁତଗତିରେ ଚାଲୁଥିବା ରେଳଗାଡ଼ି, ବସ୍ ଆଦି ଗମନାଗମନର ମାଧ୍ୟମ ଯାହା ଅଳ୍ପ କେତେକ ସ୍ଥାନରେ ରହଣୀ କରିଥାଏ

ଉଦାହରଣ : ଏକ୍ସପ୍ରେସର ଟିକଟ ମିଳୁନାହିଁ


ଅନ୍ୟ ଭାଷାରେ ଅନୁବାଦ :

तेज़ी से चलने वाली ट्रेन, बस आदि जैसे यातायात का ऐसा साधन जो कम जगहों पर रुकता है।

एक्सप्रेस की टिकिट नहीं मिल रही है।
एक्सप्रेस

Public transport consisting of a fast train or bus that makes only a few scheduled stops.

He caught the express to New York.
express, limited