ଅର୍ଥ : ମିଳିମିଶି ଏକ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଶରୀରର ମୃତ୍ୟୁ ହୁଏ କିନ୍ତୁ ଆତ୍ମାର ନୁହେଁ, ଆତ୍ମା ତ ପରମାତ୍ମାଙ୍କଠାରେ ଏକାକାର ହୋଇଯାଏ
ଅନ୍ୟ ଭାଷାରେ ଅନୁବାଦ :
मिल-मिलाकर एक होने की अवस्था या भाव।
शरीर मरता है आत्मा नहीं, आत्मा तो परमात्मा में एकाकार हो जाता है।ଅର୍ଥ : ମିଶେଇ ଦିଆଯାଇଥିବା ବା ଏକାଠି କରାଯାଇଥିବା
ଉଦାହରଣ :
ସେ ଏକ ବଡ଼ ସଂସ୍ଥା ଗଢ଼ିବାପାଇଁ ଛୋଟଛୋଟ ସଂସ୍ଥାଗୁଡ଼ିକୁ ଏକୀକୃତ କଲେ
ଅନ୍ୟ ଭାଷାରେ ଅନୁବାଦ :