ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକସ୍ବ ଅଧିକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକସ୍ବ ଅଧିକାର   ବିଶେଷ୍ୟ

ଅର୍ଥ : କୌଣସି ଆବିଷ୍କାର, ନିର୍ମାଣ ଆଦିରେ ପୂର୍ଣ୍ଣଅଧିକାର ପ୍ରାପ୍ତ ସେହି ଅଧିକାରୀ ବ୍ୟକ୍ତି, କମ୍ପାନୀ ଆଦି ସେହି ବସ୍ତୁକୁ ପ୍ରସ୍ତୁତ କରି ବିକ୍ରି କରିପାରିବେ

ଉଦାହରଣ : ସେ ଗୋଟିଏ ଆୟୁର୍ବେଦିକ ଔଷଧର ପେଟେଣ୍ଟ କରିବାକୁ ଚାହୁଁଛି

ସମକକ୍ଷ : ପେଟେଣ୍ଟ


ଅନ୍ୟ ଭାଷାରେ ଅନୁବାଦ :

किसी आविष्कार, निर्माण आदि पर पूर्ण अधिकार जिसके द्वारा वही अधिकारी व्यक्ति, कंपनी आदि उस वस्तु को बना, बेंच आदि सकता है।

वह एक आयुर्वेदिक दवा का पेटेंट कराना चाहता है।
एकस्व अधिकार, पेटेंट, पेटेन्ट

The right granted by a patent. Especially the exclusive right to an invention.

patent right