ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବିଚାର ବା ବିଷୟ ସମ୍ବନ୍ଧରେ ସବୁ ଲୋକଙ୍କ ଏକ ମତ ବା ରାୟ ହେବା ଅବସ୍ଥା ବା ଭାବ
ଉଦାହରଣ : ତାଙ୍କର ବ୍ୟକ୍ତିତ୍ବ ବିଷୟରେ ବିଦ୍ବାନମାନେ ଏକମତ ନୁହଁନ୍ତି
ସମକକ୍ଷ : ମତୈକ୍ୟ
ଅର୍ଥ : ଗୋଟିଏ ବା ସମାନ ମତାମତ ଉପସ୍ଥାପନ କରୁଥିବା
ଉଦାହରଣ : ଏ ସଂସ୍ଥାର ସବୁ ସଦସ୍ୟ ଏହି ବିଷୟରେ ଏକମତ
ସମକକ୍ଷ : ସହମତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक या समान मत रखनेवाले।
In complete agreement.
ସଂସ୍ଥାପନ କରନ୍ତୁ