ଅର୍ଥ : କରଜର ଯେଉଁ ବ୍ୟବସ୍ଥାରେ ମୂଳଧନର ଏକଚତୁର୍ଥାଂଶ ଦେବାକୁ ପଡିଥାଏ
ଉଦାହରଣ :
ମହାଜନ ଏକଚତୁର୍ଥାଂଶ ସୁଧରେ କରଜ ଦେଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁଆଦିର ଚାରି ଭାଗରୁ ଏକ ଭାଗ
ଉଦାହରଣ :
ଏହି କାମର ଏକଚତୁର୍ଥାଂଶ ହୋଇଯାଇଛି
ସମକକ୍ଷ : ଏକଚଉଥ, ଚାରିଭାଗରୁଭାଗେ
ଅନ୍ୟ ଭାଷାରେ ଅନୁବାଦ :
One of four equal parts.
A quarter of a pound.