ଅର୍ଥ : ଋଣ ବଦଳରେ ନିଜର ସର୍ବସ୍ବ ବନ୍ଧକ ରଖୁଥିବା ବ୍ୟକ୍ତି
ଉଦାହରଣ :
ଋଣ ନ ଶୁଝିବା କାରଣରୁ ଅଧିକର୍ତ୍ତାଙ୍କର ସମ୍ପତ୍ତି ଜବତ କରାଯାଇଛି
ସମକକ୍ଷ : ଅଧିକର୍ତ୍ତା
ଅନ୍ୟ ଭାଷାରେ ଅନୁବାଦ :
ऋण के बदले अपना सब कुछ बंधक रखने वाला व्यक्ति।
ऋण न चुका पाने के कारण आधिकर्ता की संपत्ति ज़ब्त कर ली गई है।