ଅର୍ଥ : ଉଡ଼ାଜାହାଜରେ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଅବଧି ଯାତ୍ରା
ଉଦାହରଣ :
ସେ ଦୁଇଟାବେଳ ବିମାନରେ ଆସୁଛି ପାଗ ଖରାପଥିବାରୁ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବେଙ୍ଗଳାପକା ହୋଇଥିବା ଶସ୍ୟକୁ ପବନରେ ଉଡ଼ାଇବା କ୍ରିୟା ବା ଭାବ ଯେଉଁଥିରେ ଚଷୁ ଅଲଗା ହୋଇଯାଏ
ଉଦାହରଣ :
ଉଡ଼ାଣ ପରେ ସେ ଧାନକୁ ଅମାରରେ ରଖିଲେ
ଅନ୍ୟ ଭାଷାରେ ଅନୁବାଦ :