ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଲଂଘନୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଲଂଘନୀୟ   ବିଶେଷଣ

ଅର୍ଥ : ଯାହାକୁ ଉଲଂଘନ କରାଯାଇପାରିବ ନାହିଁ ବା ଯାହାକୁ ଉଲଂଘନ କରିବା ଅନୁଚିତ

ଉଦାହରଣ : ଉଲଂଘନୀୟ ସମୁଦ୍ରକୁ ଲଙ୍ଘନ କରିବା ପ୍ରଚେଷ୍ଟା ମୁର୍ଖତା ହେବ


ଅନ୍ୟ ଭାଷାରେ ଅନୁବାଦ :

जिसे लाँघा न जा सके या जिसे लाँघना उचित न हो।

अलंघनीय सागर को लाँघने की कोशिश मूर्खता ही होगी।
अलंघनीय, अलंघ्य, अलङ्घनीय, अलङ्घ्य

ଅର୍ଥ : ଯାହାକୁ ଉଲଂଘନ କରାଯାଇପାରିବ ବା ଯାହା ଉଲଂଘନ ଯୋଗ୍ୟ ଅଥବା ଯାହାକୁ ଉଲଂଘନ କରିହେବ

ଉଦାହରଣ : ବଗିଚାର ଏହି ଉଲଂଘନୀୟ ପାଚେରୀକୁ ଡେଇଁ ପିଲାମାନେ ଫଳ ଛିଣ୍ଡେଇବାକୁ ଯାଉଛନ୍ତି

ସମକକ୍ଷ : ଲଙ୍ଘନୀୟ


ଅନ୍ୟ ଭାଷାରେ ଅନୁବାଦ :

जिसे लाँघा जा सके या जो लाँघने योग्य हो अथवा जिसे लाँघा जाना हो।

बगीचे के इस लंघनीय दीवार को फाँदकर बच्चे फल तोड़ने जा रहें हैं।
लंघनीय, लङ्घनीय