ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ଉପାଡ଼େ ବା ଉପାଡ଼ିଲାବାଲା
ଉଦାହରଣ : ଜଣେ ବାଳ ଟଣା ଲୋକ ଏକାନ୍ତରେ ବସି ନିଜ ମୁଣ୍ଡର ପାଚିଲା ବାଳକୁ ଭିଡ଼ୁଥିଲା
ସମକକ୍ଷ : ଝିଙ୍କା, ଟଣା, ଭିଡ଼ା
ଅନ୍ୟ ଭାଷାରେ ଅନୁବାଦ :हिन्दी
जो नोचे या नोचनेवाला।
ଅର୍ଥ : ଓପଡ଼ା ଯାଇଥିବା
ଉଦାହରଣ : ଓପଡ଼ା ଗଛଗୁଡ଼ିକୁ ଲଗାଇବା ନିହାତି ଦରକାର
ସମକକ୍ଷ : ଉତ୍ପାଟିତ, ଓପଡ଼ା, ବିଦାରିତ
उखाड़ा हुआ।
ସଂସ୍ଥାପନ କରନ୍ତୁ