ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପୁରିଖିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପୁରିଖିଆ   ବିଶେଷ୍ୟ

ଅର୍ଥ : ଅନ୍ୟ ପ୍ରଦତ୍ତ ଖାଦ୍ୟ ଖାଇ ଜୀବନନିର୍ବାହ କରୁଥିବା ବ୍ୟକ୍ତି

ଉଦାହରଣ : ସେଠ୍‌ ମୋହନଦାସ ପ୍ରତିଦିନ କେତେକ ଉପୁରିଖିଆଙ୍କୁ ଭୋଜନ ଦେଉଛନ୍ତି

ସମକକ୍ଷ : ଅଇଣ୍ଠାଖିଆ, ପରଭୋଜୀ, ମାଗିଖିଆ


ଅନ୍ୟ ଭାଷାରେ ଅନୁବାଦ :

दूसरे का दिया खाकर निर्वाह करने वाला व्यक्ति।

सेठ मनोहरदास प्रतिदिन कई टुकड़तोड़ों को भोजन देते हैं।
टुकड़-तोड़, टुकड़तोड़

A person who relies on another person for support (especially financial support).

dependant, dependent