ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ଉପଭୋଗ ବା ବ୍ୟବହାର କରିବା ଯୋଗ୍ୟ
ଉଦାହରଣ : କିଛି ରାଜନେତା ଜନତାଙ୍କ ସମ୍ପତ୍ତିକୁ ଉପଭୋଗ୍ୟ ବସ୍ତୁ ଭାବନ୍ତି ଏବଂ ତାକୁ ଉପଭୋଗ କରନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो उपभोग या व्यवहार करने के योग्य हो।
May be used up.
ସଂସ୍ଥାପନ କରନ୍ତୁ