ଅର୍ଥ : ଉପଭୋକ୍ତା ବ୍ୟବହାର କରୁଥିବା ଜିନିଷ
ଉଦାହରଣ :
ବଜାରରେ ପ୍ରତିଦିନ ଅନେକ ନୂଆନୂଆ ଉପଭୋକ୍ତା ବସ୍ତୁ ଦେଖିବାକୁ ମିଳେ
ଅନ୍ୟ ଭାଷାରେ ଅନୁବାଦ :
वह सामान जिनका उपयोग उपभोक्ता करें।
बाज़ार में प्रतिदिन कई नई-नई उपभोक्ता वस्तुएँ देखने को मिलती हैं।Goods (as food or clothing) intended for direct use or consumption.
consumer goods