ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପଦେଷ୍ଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପଦେଷ୍ଟା   ବିଶେଷ୍ୟ

ଅର୍ଥ : ଯେ ଉପଦେଶ ଦିଏ

ଉଦାହରଣ : ଉପଦେଷ୍ଟାଙ୍କ ଉପଦେଶରେ ଶ୍ୟାମ ପ୍ରଭାବିତ ହେଲାନାହିଁ


ଅନ୍ୟ ଭାଷାରେ ଅନୁବାଦ :

वह जो उपदेश देता हो।

उपदेशक के उपदेश से श्याम प्रभावित नहीं हुआ।
उपदेशक, उपदेष्टा, प्रवक्ता

ଉପଦେଷ୍ଟା   ବିଶେଷଣ

ଅର୍ଥ : ଯେ ଉପଦେଶ ବା ଭଲ କଥା ଶିକ୍ଷା ଦିଅନ୍ତି

ଉଦାହରଣ : ଭକ୍ତିକାଳୀନ ସବୁ କବି ଉପଦେଷ୍ଟା ଥିଲେ୤

ସମକକ୍ଷ : ଉପଦେଶକ, ଉପଦେଶଦାତା


ଅନ୍ୟ ଭାଷାରେ ଅନୁବାଦ :

जो उपदेश या अच्छी बातों की शिक्षा देता हो।

सभी भक्तिकालीन कवि उपदेशक थे।
उपदेशक, उपदेष्टा