ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପଜ   ବିଶେଷ୍ୟ

ଅର୍ଥ : ଗାୟନ ହୋଇପାରୁଥିବା ଗୀତର ମଧୁରତା ବଢାଇବା ନିମନ୍ତେ ଏଥିରେ ବନ୍ଧା ହୋଇଥିବା ରାଗରାଗିଣୀ ବ୍ୟତୀତ କିଛି ନୂଆ ଧୁନ୍, ସ୍ବର ଆଦି ନିଜଆଡୁ ମିଳାଇବାର କ୍ରିୟା

ଉଦାହରଣ : ସଙ୍ଗୀତକାର ଉପଜରେ ଗାନକରିବା ହେତୁ ମଧୁରତା ବଢିଗଲା


ଅନ୍ୟ ଭାଷାରେ ଅନୁବାଦ :

गाई जाने वाली चीज की सुंदरता बढ़ाने के लिए उसमें बँधी हुई तानों के अलावा कुछ नई तानें, स्वर आदि अपनी ओर से मिलाने की क्रिया।

संगीतकार की उपज से गाने की सरसता बढ़ गई।
उपज

The act of combining things to form a new whole.

combination, combining, compounding