ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପଚୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପଚୟ   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରକ୍ରିୟାଦ୍ୱାରା ଖାଦ୍ୟ ପଦାର୍ଥ ଶରୀରର କୋଷିକାରେ ଏବଂ ଶରୀରର ବୃଦ୍ଧି, ମରାମତି ତଥା ତାହାର ସାମାନ୍ୟ କାର୍ଯ୍ୟପାଇଁ ଶକ୍ତିରେ ରୂପାନ୍ତରିତ ହୋଇଯାଏ

ଉଦାହରଣ : ବେଳେ ବେଳେ ଶାରୀରିକ ଶକ୍ତିହୀନତା କାରଣରୁ ପାଚନ ଭଲଭାବରେ ହୋଇ ନ ଥାଏ

ସମକକ୍ଷ : ଅଭିବୃଦ୍ଧି, ଉନ୍ନତି, ପାଚନ, ପୁଷ୍ଟି, ସମୃଦ୍ଧି


ଅନ୍ୟ ଭାଷାରେ ଅନୁବାଦ :

वह क्रिया जिसके द्वारा खाद्य पदार्थ शरीर के ऊतकों में एवं शरीर की वृद्धि, मरम्मत तथा इसके सामान्य कार्यों के लिए ऊर्जा या शक्ति में रूपान्तरित हो जाते हैं।

कभी-कभी शारीरिक कमजोरी का कारण उपचय का ठीक तरह से न होना होता है।
उपचय, रचनात्मक चयापचय

The synthesis in living organisms of more complex substances (e.g., living tissue) from simpler ones together with the storage of energy.

anabolism, constructive metabolism