ଅର୍ଥ : ସହରର ଯେଉଁ ଭାଗ ତାର କେନ୍ଦ୍ରଠାରୁ ଦୂରରେ
ଉଦାହରଣ :
ଦିଲ୍ଲୀର ଉପକଣ୍ଠରେ ସେ ଏକ କାରଖାନା ଚଲାଉଛି
ସମକକ୍ଷ : ଉପାନ୍ତ ଅଞ୍ଚଳ, ସହରତଳି ଅଞ୍ଚଳ
ଅନ୍ୟ ଭାଷାରେ ଅନୁବାଦ :
* किसी शहर आदि का वह भाग जो उसके केंद्र से दूर हो।
दिल्ली के बाहरी इलाके में वह एक कारखाना चलाता है।