ଅର୍ଥ : କୌଣସି ବସ୍ତୁ ଆଦିର ମୂଲ୍ୟ ଯାହା ମାଲିକକୁ ପରେ ଦିଆଯାଇଥାଏ
ଉଦାହରଣ :
ଏବେ ଲୁଗା ବେପାରୀଙ୍କର ମୋ ଉପରେ ଦୁଇ ହଜାର ଟଙ୍କା ଉଧାର ଅଛି
ଅନ୍ୟ ଭାଷାରେ ଅନୁବାଦ :
Money or goods or services owed by one person to another.
debtଅର୍ଥ : କାହାଠାରୁ ବା କେଉଁଠାରୁ ସୁଧ ସହିତ ବା ବିନା ସୁଧ ସହିତ ଫେରସ୍ତ କରିବାର ଚୁକ୍ତି ସହିତ ନିଆଯାଇଥିବା ଧନ
ଉଦାହରଣ :
ସେ ଘର ତିଆରିପାଇଁ ବ୍ୟାଙ୍କରୁ ଋଣ ନେଇଛି
ଅନ୍ୟ ଭାଷାରେ ଅନୁବାଦ :
Money or goods or services owed by one person to another.
debtଅର୍ଥ : କାହାଠାରୁ ନିଆଯାଇଥିବା ଯେଉଁ ବସ୍ତୁ, ଟଙ୍କଆଦିକୁ ନିର୍ଦ୍ଧିଷ୍ଟ ସମୟରେ ଫେରାଯାଏ
ଉଦାହରଣ :
ସେ ବହିକିଣିବା ପାଇଁ ମୋ ଠାରୁ ଦୁଇଶହ ଟଙ୍କା ଉଧାର ନେଲା
ଅନ୍ୟ ଭାଷାରେ ଅନୁବାଦ :
Money or goods or services owed by one person to another.
debtଅର୍ଥ : ହଳିଆକୁ ବିନା ସୁଧରେ ଦିଆ ଯାଉଥିବା ଧନ
ଉଦାହରଣ :
ହଳିଆ ଉଧାର ନେବାକୁ ଆସିଛି
ଅନ୍ୟ ଭାଷାରେ ଅନୁବାଦ :