ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦ୍ୟୋଗମନ୍ତ୍ରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦ୍ୟୋଗମନ୍ତ୍ରୀ   ବିଶେଷ୍ୟ

ଅର୍ଥ : ଯେଉଁ ମନ୍ତ୍ରୀଙ୍କ ଅଧୀନରେ ଦେଶ ବା ରାଜ୍ୟର ଉଦ୍ୟୋଗ ବ୍ୟବସ୍ଥା ଅଛି

ଉଦାହରଣ : ଆଜି ଉଦ୍ୟୋଗମନ୍ତ୍ରୀ ଉଦ୍ୟୋଗପତିମାନଙ୍କର ଗୋଟିଏ ସଭାରେ ଭାଷଣ ଦେଲେ


ଅନ୍ୟ ଭାଷାରେ ଅନୁବାଦ :

वह मंत्री जिसके अधीन देश या राज्य की उद्योग व्यवस्था हो।

आज उद्योग मंत्री ने उद्योगपतियों की एक सभा को संबोधित किया।
उद्योग मंत्री, उद्योग मन्त्री

A person appointed to a high office in the government.

Minister of Finance.
government minister, minister