ଅର୍ଥ : ଉଦ୍ୟୋଗ କରୁଥିବା ବ୍ୟକ୍ତି
ଉଦାହରଣ :
ଧୀରୁଭାଇ ଅମ୍ବାନୀ ଜଣେ ପ୍ରସିଦ୍ଧ ଉଦ୍ୟୋଗପତି
ସମକକ୍ଷ : ଉଦ୍ୟୋଗକର୍ତ୍ତା, ଉଦ୍ୟୋଗୀ
ଅନ୍ୟ ଭାଷାରେ ଅନୁବାଦ :
उद्यम या उद्योग करने वाला व्यक्ति।
धीरूभाई अंबानी एक प्रसिद्ध उद्योगी थे।Someone who manages or has significant financial interest in an industrial enterprise.
industrialistଅର୍ଥ : କୌଣସି ଉଦ୍ୟୋଗର ମାଲିକ
ଉଦାହରଣ :
ଅଧିକରୁ ଅଧିକ ଲାଭ କରିବା ସମସ୍ତ ଉଦ୍ୟୋଗପତିଙ୍କର ଉଦ୍ଦେଶ୍ୟ
ସମକକ୍ଷ : ଶିଳ୍ପପତି
ଅନ୍ୟ ଭାଷାରେ ଅନୁବାଦ :
Someone who manages or has significant financial interest in an industrial enterprise.
industrialist