ଅର୍ଥ : ଲେଖା, ଚିତ୍ର ଆଦିର ଅବିକଳ ରୂପ ତିଆରିକରିବା
ଉଦାହରଣ :
ବିଦ୍ୟାର୍ଥୀମାନେ କଳାପଟା ଉପରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକୁ ନିଜ ଖାତାରେ ଉତାରିଲେ
ସମକକ୍ଷ : ନକଲକରିବା, ପ୍ରତିରୂପକରିବା
ଅନ୍ୟ ଭାଷାରେ ଅନୁବାଦ :
लिखावट,चित्र आदि का जैसा है वैसा ही रूप बनाना।
विद्यार्थी ने श्यामपट्ट पर लिखे प्रश्नों को अपनी पुस्तिका में उतारा।ଅର୍ଥ : ଲାଗିଥିବା ବା ଉପର ବସ୍ତୁକୁ ଅଲଗାକରିବା
ଉଦାହରଣ :
କଂସେଇ ଛେଳିର ଚମଡା ଉତାରୁଛି
ଅନ୍ୟ ଭାଷାରେ ଅନୁବାଦ :
Peel off the outer layer of something.
peel offଅର୍ଥ : ନିଆଁ ଉପରେ ପଦାର୍ଥକୁ ରାନ୍ଧି ପ୍ରସ୍ତୁତ କରିବା
ଉଦାହରଣ :
ଆପଣ ପାଞ୍ଚମିନିଟ ରୁହନ୍ତୁ,ମୁଁ ସଙ୍ଗେସଙ୍ଗେ ହିଁ କିଛି ପୁରି ତିଆରିକରୁଛି
ସମକକ୍ଷ : ତିଆରିକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପିନ୍ଧା ବସ୍ତୁକୁ ଖୋଲିବା
ଉଦାହରଣ :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
ସମକକ୍ଷ : ଖୋଲିବା, ବାହାର କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛାଡ଼ି ଯିବା
ଉଦାହରଣ :
ଆଜି ସକାଳେ ହିଁ ତାର ଜ୍ୱର ଛାଡ଼ିଲା ଘଣ୍ଟେ ପରେ ମନୋଜର ନିଶା ଛାଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :