ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚାଲୁଥିବା କାର୍ଯ୍ୟକୁ କିଛି ସମୟପାଇଁ ରୋକିଦେବାର ପ୍ରକ୍ରିୟା
ଉଦାହରଣ : ଅଦିନ ବର୍ଷା ଯୋଗୁଁ କାର୍ଯ୍ୟକ୍ରମର ବିଳମ୍ବହେବାର କାରଣ ଥିଲା
ସମକକ୍ଷ : ବିଳମ୍ବ
ଅନ୍ୟ ଭାଷାରେ ଅନୁବାଦ :हिन्दी English
चलते हुए या होने वाले काम को कुछ समय के लिए रोक देने की क्रिया।
The act of delaying. Inactivity resulting in something being put off until a later time.
ଅର୍ଥ : ବିଳମ୍ବରେ
ଉଦାହରଣ : ଶ୍ୟାମ ପରୀକ୍ଷା ଭବନରେ ଡେରିରେ ପହଁଚିଲା ସେ ବିଳମ୍ବରେ ଏହି କାର୍ଯ୍ୟ ଆରମ୍ଭ କଲା
ସମକକ୍ଷ : ଡେରି, ବିଳମ୍ବ
विलंब से।
Later than usual or than expected.
ସଂସ୍ଥାପନ କରନ୍ତୁ