ଅର୍ଥ : ପ୍ରଗାଢ ସମାଧି ଯୋଗ ବୋଲି କୁହା ଯାଉଥିବା ଯୋଗର ପାଞ୍ଚ ପ୍ରଣିଧାନଗୁଡିକ ମଧ୍ୟରୁ ଗୋଟିଏ
ଉଦାହରଣ :
ଈଶ୍ବରପ୍ରଣିଧାନରେ ମଣିଷ ଈଶ୍ବରଙ୍କ ଉପରେ ସମ୍ପୂର୍ଣ୍ଣ ଶ୍ରଦ୍ଧା ସହିତ ନିଜକୁ ତାଙ୍କ ଚରଣରେ ଅର୍ପିତ କରିଦିଏ
ଅନ୍ୟ ଭାଷାରେ ଅନୁବାଦ :
योग के पाँच प्रणिधानों में से एक जिसे प्रगाढ़ समाधि योग भी कहते हैं।
ईश्वरप्रणिधान में मनुष्य ईश्वर पर संपूर्ण श्रद्धा के साथ स्वयं को उसके चरणों में अर्पित कर देता है।