ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇସ୍ତ୍ରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇସ୍ତ୍ରୀ   ବିଶେଷ୍ୟ

ଅର୍ଥ : ଯେଉଁ ଉପକରଣକୁ ଗରମକରି ଲୁଗାରେ ଭାଙ୍ଗ ଦିଆଯାଏ

ଉଦାହରଣ : ଧୋବା ଲୁଗାକୁ ଇସ୍ତ୍ରୀ କରିବା ପାଇଁ ଇସ୍ତ୍ରୀକୁ ଗରମ କରୁଛି

ସମକକ୍ଷ : ଆଇରନ


ଅନ୍ୟ ଭାଷାରେ ଅନୁବାଦ :

वह उपकरण जिसे गरम करके कपड़े की तह बैठाई जाती है।

धोबी कपड़ों में लोहा करने के लिए इस्तरी को गरमा रहा है।
इस्तरी, इस्तिरी, इस्त्री, प्रेस

Home appliance consisting of a flat metal base that is heated and used to smooth cloth.

iron, smoothing iron